ପତ୍ନୀଙ୍କ ରିଲ୍ସ ନିଶା ; ଏମିତି ଘଟିଲା , ସ୍ୱାମୀ କଲେ ଆତ୍ମହତ୍ୟା..

ଜୟପୁର : ସୋସିଆଲ ମିଡିଆରେ ରିଲ୍ସର ବେଶ ଚାହିଦା ରହିଛି। ଯାହା ଜରିଆରେ ଯୁବପୀଢୀ ଠାରୁ ଆରମ୍ଭ କରି ସଭିଏଁ ଭଲ ଅର୍ଥ ମଧ୍ୟ ରୋଜଗାର କରୁଛନ୍ତି। ମାତ୍ର ଗତ କିଛି ଦିନ ମଧ୍ୟରେ ରିଲ୍ସ ପାଇଁ ଅନେକ ଜୀବନ ମଧ୍ୟ ବିପଦରେ ପଡିବା ସହ ଜୀବନ ହାନୀ ଘଟୁଛି। ସେଭଳି ଏକ ଘଟଣା ସାମ୍ନାକୁ ଆସିଛି। ରିଲ୍ସ ପାଇଁ ଏକ ପରିବାର ଉଜୁଡି ଯାଇଛି। ପତ୍ନୀଙ୍କ ରିଲ୍ସ ନିଶା ପାଇଁ ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିଛନ୍ତି। … Continue reading ପତ୍ନୀଙ୍କ ରିଲ୍ସ ନିଶା ; ଏମିତି ଘଟିଲା , ସ୍ୱାମୀ କଲେ ଆତ୍ମହତ୍ୟା..