ଏହି ବିବାହ କାର୍ଡ ଦେଖିଲେ ଲାଗିବ ଝଟ୍‌‌କା; ପଢିଲେ ଉଡିବ ହୋସ୍‌‌, ହେଉଛି ଭାଇରାଲ..

ଜୟପୁର : ଭାରତୀୟ ପରମ୍ପରା ଅନୁଯାୟୀ, ବିବାହ କୌଣସି ପର୍ବ ପର୍ବାଣି ଠାରୁ କମ୍‌‌ ନୁହେଁ। ପ୍ରତ୍ୟେକ ପରିବାର ପାଇଁ ଏହା ଏକ ସ୍ୱପ୍ନ। ବେଶ ଧୂମଧାମରେ ଏହାର ପାଳନ କରାଯାଏ। ଅନେକ ପରିବାର ଲୋକେ ନିଜ ଜୀବନଯାକର ପୁଞ୍ଜି ବିନିଯୋଗ କରି ବିବାହ କାର୍ଯ୍ୟ ସମ୍ପାଦନ କରି ଥାଆନ୍ତି। ବିବାହରେ ଲୋକେ ନିଜର ସମ୍ପର୍କୀୟ,ବନ୍ଧୁ ପରିଜନଙ୍କୁ ନିମନ୍ତ୍ରଣ କରି ଥାଆନ୍ତି। ବିବାହ ଲୋକେ ଏକାଠି ହେବାର ଏକ ଶୁଭ ସମୟ। ବିବାହରେ ନିମନ୍ତ୍ରଣ କରିବା ପାଇଁ … Continue reading ଏହି ବିବାହ କାର୍ଡ ଦେଖିଲେ ଲାଗିବ ଝଟ୍‌‌କା; ପଢିଲେ ଉଡିବ ହୋସ୍‌‌, ହେଉଛି ଭାଇରାଲ..