ଏହି କୁଲର ଆଗରେ ଫେଲ୍‌‌ ମାରିବ ଏସି: ଜାଣନ୍ତୁ କେଉଁଠୁ କିଣିବେ

ସମାଜ ଡିଜିଟାଲ ଡେସ୍କ: ଏପ୍ରିଲ ମାସରେ ସାରା ଦେଶରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାତିରୁ ଆଶ୍ୱସ୍ତି ପାଇବା ପାଇଁ ସମସ୍ତେ ପ୍ରାୟ ଥଣ୍ଡା ସ୍ଥାନରେ ରହିବାକୁ ଚାହୁଁଛନ୍ତି। ଅଫିସ ହେଉ କି ଘର ସବୁଠି ଏସିରେ ରହିବାକୁ ଲୋକମାନେ ଭଲ ପାଉଛନ୍ତି। ତେବେ ରାଜସ୍ଥାନରେ ପ୍ରବଳ ତାତି ଯୋଗୁ ଲୋକେ ଆଉଟପାଉଟ ହେଉଛନ୍ତି। ରାଜସ୍ଥାନର ଭିଲ୍‌‌ୱାଡା ଅଂଚଳରେ ଲୋକମାନେ ଗରମରୁ ରକ୍ଷା ପାଇବା ପାଇଁ ଏସି ବଦଳରେ ଅଭିନବ ଉପାୟ ଆପଣାଇଛନ୍ତି। ଭିଲ୍‌‌ୱାଡାରେ ଏସି … Continue reading ଏହି କୁଲର ଆଗରେ ଫେଲ୍‌‌ ମାରିବ ଏସି: ଜାଣନ୍ତୁ କେଉଁଠୁ କିଣିବେ