ରେଳ ବଜେଟରେ ରାଜ୍ୟକୁ ମିଳିଛି ୧୦ ହଜାର ୫୮୬ କୋଟି

ଡେସ୍କ: ୨୦୨୪-୨୫ ଆର୍ଥିକ ବଜେଟ ଆଗତ ହେବାର ଗୋଟିଏ ଦିନ ପରେ ଆଜି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଚଳିତ ବଜେଟରେ ଓଡିଶାକୁ ରେଳ ଅନୁଦାନ ବାବଦକୁ ୧୦ ହଜାର ୫୮୬ କୋଟି ଟଙ୍କା ଅନୁଦାନ ମିଳିଛି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ୟୁପିଏ ସରକାର ତୁଳନାରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର ୧୨ ପ୍ରତିଶତ ଅଧିକ ଅନୁଦାନ ଦେଉଛନ୍ତି। ୟୁରିଏ ସରକାର ମାତ୍ର ୮୩୮ କୋଟି ଟଙ୍କା ଅନୁଦାନ ଦେଉଥିବା ବେଳେ … Continue reading ରେଳ ବଜେଟରେ ରାଜ୍ୟକୁ ମିଳିଛି ୧୦ ହଜାର ୫୮୬ କୋଟି