ରେଳ ମାନଚିତ୍ରରେ ଯୋଡି ହେଲା ସୁବର୍ଣ୍ଣପୁର, ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଡେସ୍କ: ସୁବର୍ଣ୍ଣପୁରରୁ ଆଜି ବହୁ ପ୍ରତୀକ୍ଷିତ ପ୍ରଥମ ରେଳଯାତ୍ରା ଆରମ୍ଭ ହୋଇଛି। ଦୀର୍ଘ ଦିନରୁ ଚାଲିଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣର ବଲାଙ୍ଗୀର ପଟୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ୫୦କିମି ରେଳପଥ ନିର୍ମାଣ ପରେ ଆଜିଠୁ ନୂତନ ପୁରୀ-ସୋନପୁର-ପୁରୀ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଫେବୃୟାରୀ ୮ ତାରିଖରୁ ସୋନପୁର-ପୁରୀ ଏକ୍ସପ୍ରେସ ସପ୍ତାହର ଶୁକ୍ରବାର ଯିବା ଆସିବା କରିବ। ଭୁବନେଶ୍ୱର-ବଲାଙ୍ଗୀର ସୁପର ଫାଷ୍ଟ ଏକ୍ସପ୍ରେସକୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥିବା ବେଳେ ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ମାଟିରୁ ଶ୍ରୀକ୍ଷେତ୍ର ପୁରୀକୁ … Continue reading ରେଳ ମାନଚିତ୍ରରେ ଯୋଡି ହେଲା ସୁବର୍ଣ୍ଣପୁର, ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ