ମହାପ୍ରଭୁଙ୍କ ଅନୁମତି ନେଇ ଖୋଲାଯିବ ରତ୍ନଭଣ୍ଡାର, ଡାକ୍ତରୀ ଦଳ ଓ ସ୍ନେକ୍‌ ହେଲ୍‌ପ ଲାଇନ ପ୍ରସ୍ତୁତ

ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ମହାପ୍ରଭୁଙ୍କ ଠାରୁ ଅନୁମତି ନିଆଯିବ। ରତ୍ନଭଣ୍ଡାର ସୁରକ୍ଷା ଦାୟିତ୍ବରେ ଥିବା ପ୍ରଭୁ ଶ୍ରୀଲୋକନାଥଙ୍କ ସମେତ ଶ୍ରୀମନ୍ଦିର ଅଧିଷ୍ଠାତ୍ରୀ ଦେବୀ ମା’ବିମଳାଙ୍କୁ ପୂଜାର୍ଚ୍ଚନା କରାଯିବ। ସମ୍ପୂର୍ଣ୍ଣ ଶୁଦ୍ଧପୂତ ଭାବେ ରତ୍ନଭଣ୍ଡାର ଖୋଲିବାକୁ ଯିବେ। ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯିବ। ଏହା ଭିତର ଦେଇ ଭିତର ରତ୍ନଭଣ୍ଡାର ଖୋଲିବାକୁ କମିଟିର ସଦସ୍ୟମାନେ ଯିବେ। ପ୍ରାୟ ଚାରି ଦଶନ୍ଧି ପରେ ଭିତର ରତ୍ନଭଣ୍ଡାର ଖୋଲା ଯାଉଥିବାରୁ ଭିତରେ ସାପ ଥିବାର ସମ୍ଭାବନା ରହିଛି। … Continue reading ମହାପ୍ରଭୁଙ୍କ ଅନୁମତି ନେଇ ଖୋଲାଯିବ ରତ୍ନଭଣ୍ଡାର, ଡାକ୍ତରୀ ଦଳ ଓ ସ୍ନେକ୍‌ ହେଲ୍‌ପ ଲାଇନ ପ୍ରସ୍ତୁତ