ପୁଣେ ପୋର୍ସେ କାର୍‌ ଦୁର୍ଘଟଣା: ଅଭିଯୁକ୍ତ ନାବାଳକର ଜେଜେ ଗିରଫ

ପୁଣେ : ମହାରାଷ୍ଟ୍ରର ପୁଣେ ସହରରେ ଜଣେ ନାବାଳକ ଚଳାଉଥିବା ପୋର୍ସେ କାର୍‌ ଦୁର୍ଘଟଣାରେ ପୁଲିସ ଶନିବାର ଅଭିଯୁକ୍ତଙ୍କ ଜେଜେବାପାଙ୍କୁ ଗିରଫ କରିଛି। ଅଦାଲତରେ ହାଜର କରାଯିବା ପରେ ବିଚାରପତି ତାଙ୍କୁ ଚଳିତମାସ ୨୮ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇଛନ୍ତି। ଏହି ଘଟଣାରେ ପୁଲିସ ପୂର୍ବରୁ ନାବାଳକ ଓ ତାଙ୍କର ବ୍ୟବସାୟୀ ପିତାଙ୍କୁ ଗିରଫ କରିସାରିଛି। ଦୁର୍ଘଟଣା ସମୟରେ ନାବାଳକ ଜଣକ କାର୍‌ ଚଳାଉଥିବାବେଳେ ଏହି ଦୋଷ ମୁଣ୍ଡାଇବାକୁ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଡ୍ରାଇଭରଙ୍କ ଉପରେ ଚାପ … Continue reading ପୁଣେ ପୋର୍ସେ କାର୍‌ ଦୁର୍ଘଟଣା: ଅଭିଯୁକ୍ତ ନାବାଳକର ଜେଜେ ଗିରଫ