୧୦ ଏପ୍ରିଲରେ ବଜାଜ ଆଣିବ ନିଜ ଦମଦାର ବାଇକ୍, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ବଜାଜ ଅଟୋ ନିଜ ଲୋକପ୍ରିୟ ବାଇକ ପଲସର ଲାଇନଅପକୁ ବଢାଇବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ୧୦ ଏପ୍ରିଲରେ ନୂଆ ବାଇକ ପଲସର ଏନ୨୫୦ର ବଜାର ପ୍ରବେଶ କରାଇବ । ବାଇକରେ ‘ଟ୍ରାକ୍ସନ କଣ୍ଟ୍ରୋଲ ସିଷ୍ଟମ’ ଆସିବ । ଏହାର ପ୍ରାରମ୍ଭିକ ଦାମ୍ ୨.୪୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇପାରେ । ଏଥିରେ ସମ୍ପୂର୍ଣ୍ଣ ରୂପେ ଡିଜିଟାଲ ଏଲସିଡି କନସୋଲ ମିଳିବ । ଏଥିରେ ସ୍ମାର୍ଟଫୋନ୍ କନେକ୍ଟିଭିଟି, କଲ୍ ମେସେଜ୍ ଆଲର୍ଟ ଏବଂ ଜିପିଏସ୍ … Continue reading ୧୦ ଏପ୍ରିଲରେ ବଜାଜ ଆଣିବ ନିଜ ଦମଦାର ବାଇକ୍, ଜାଣନ୍ତୁ ଦାମ୍ ଓ ଫିଚର୍ସ