ନିର୍ବାଚନ ହେରଫେର ନେଇ ପାକିସ୍ତାନରେ ବିକ୍ଷୋଭ ପ୍ରଦର୍ଶନ

ଡେସ୍କ: ପାକିସ୍ତାନରେ ଜମିୟତ ଉଲେମା-ଏ-ଇସଲାମ ଫଜଲ (ଜେୟୁଆଇଏଫ) ଖୈବର ପଖତୁନଖୱାର ମଲକନ୍ଦ ଏବଂ ହାଜରା ଡିଭିଜନର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି। ପାକିସ୍ତାନରେ ନିର୍ବାଚନ ହେରଫେର ଓ ଧାର୍ମିକ ସାହିତ୍ୟ ପୁସ୍ତିକା ବଣ୍ଟନ ନେଇ ଜେୟୁଆଇଏଫ ପ୍ରଦର୍ଶନ କରିଥିଲା। କିଛିଦିନ ପୂର୍ବରୁ ସେଠାକାର ସର୍ବୋଚ୍ଚ ଅଦାଲତ ନିଷିଦ୍ଧ ଧାର୍ମିକ ସାହିତ୍ୟ ପୁସ୍ତିକା ବଣ୍ଟନ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗାଜା ଅସ୍ତ୍ରବିରତି ନେଇ ଆଲୋଚନା, ମୁକ୍ତ ହୋଇପାରନ୍ତି ବିଦେଶୀ ବନ୍ଧକ Related … Continue reading ନିର୍ବାଚନ ହେରଫେର ନେଇ ପାକିସ୍ତାନରେ ବିକ୍ଷୋଭ ପ୍ରଦର୍ଶନ