୧୪ ଘଣ୍ଟାକୁ ବୃଦ୍ଧି ପାଇପାରେ ଆଇଟି କର୍ମଚାରୀଙ୍କ କାର୍ଯ୍ୟ ସମୟ, ବିଚାର କରୁଛନ୍ତି ସରକାର

ବେଙ୍ଗାଲୁରୁ:​‌ ଆଇଟି କର୍ମଚାରୀଙ୍କ କାର୍ଯ୍ୟ ସମୟ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି କର୍ଣ୍ଣାଟକ ସରକାର। ତେବେ ଆଇଟି କ୍ଷେତ୍ରର ବିଭିନ୍ନ ସଂଗଠନଗୁଡ଼ିକ ଏହାକୁ ବିରୋଧ କରିଛନ୍ତି। କର୍ଣ୍ଣାଟକର ଆଇଟି ସଂସ୍ଥାଗୁଡ଼ିକ କର୍ମଚାରୀଙ୍କ କାର୍ଯ୍ୟ ସମୟକୁ ୧୪ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଅପରପକ୍ଷେ ଏହି ପଦକ୍ଷେପକୁ କର୍ମଚାରୀମାନେ କଡ଼ା ବିରୋଧ କରିବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଏବଂ ଛଟେଇର କାରଣ ଦର୍ଶାଇ ଏହାକୁ ଅମାନବୀୟ ବୋଲି କହିଛନ୍ତି। … Continue reading ୧୪ ଘଣ୍ଟାକୁ ବୃଦ୍ଧି ପାଇପାରେ ଆଇଟି କର୍ମଚାରୀଙ୍କ କାର୍ଯ୍ୟ ସମୟ, ବିଚାର କରୁଛନ୍ତି ସରକାର