ରେଳ ବିକାଶକୁ ପ୍ରାଥମିକତା – ଓଡିଶା ପାଇଁ ୧୧ ହଜାର ୪୯୫ କୋଟି

ଡେସ୍କ: ପୂର୍ବତଟ ରେଳପଥର ଦ୍ରୁତ ବିକାଶ ଲାଗି କେନ୍ଦ୍ର ସରକାର ଆଜି ୧୧ ହଜାର ୪୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍‌‌ ପାଇଁ ୧୩ ଶହ ୫୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ତାଳଚେର-ବିମଳାଗଡ଼଼ ରେଳ ଲାଇନ୍‌‌ ପାଇଁ ୫ଶହ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେହି ରି ଜୟପୁର-ମାଲକାନଗିରି ରେଳ ଲାଇନ୍‌‌ ପାଇଁ ୨୩୦ କୋଟି, ଜୟପୁର-ନବରଙ୍ଗପୁର ପାଇଁ ୨୩୫ କୋଟି, ଜନଜାତୀୟ ଗୌରବ କରିଡର ପାଇଁ ୩୦୦ … Continue reading ରେଳ ବିକାଶକୁ ପ୍ରାଥମିକତା – ଓଡିଶା ପାଇଁ ୧୧ ହଜାର ୪୯୫ କୋଟି