ବାୟୁସେନାର ଦୁଇଟି ଲଢୁଆ ସ୍କ୍ୱାର୍ଡନକୁ ‘ରାଷ୍ଟ୍ରପତି ମାନକ’ ପ୍ରଦାନ କରିବେ ରାଷ୍ଟ୍ରପତି ମୁର୍ମୁ

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ ୮ ତାରିଖରେ ହିଣ୍ଡୋନ୍ ସ୍ଥିତ ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନାର ଦୁଇଟି ଲଢୁଆ ସ୍କ୍ୱାଡ୍ରନ୍ – ୨୨୧ ସ୍କ୍ୱାଡ୍ରନ୍ ଏବଂ ୪୫ ସ୍କ୍ୱାଡ୍ରନକୁ ରାଷ୍ଟ୍ରପତି ମାନକ ଉପସ୍ଥାପନ କରିବେ। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏୟାର ଅଫିସର କମାଣ୍ଡିଂ ଇନ୍ ଚାର୍ଜ ଏୟାର ମାର୍ଶାଲ ପିଏମ୍ ସିହ୍ନା କହିଛନ୍ତି ଯେ ୫୦୯ ସିଗନାଲ ୟୁନିଟ୍ ଏବଂ ୧୧ ବେସ୍ ମରାମତି ଡିପୋକୁ ପ୍ରେସିଡେଣ୍ଟସ କଲର ପ୍ରଦାନ କରାଯିବ। ଇରାନରେ … Continue reading ବାୟୁସେନାର ଦୁଇଟି ଲଢୁଆ ସ୍କ୍ୱାର୍ଡନକୁ ‘ରାଷ୍ଟ୍ରପତି ମାନକ’ ପ୍ରଦାନ କରିବେ ରାଷ୍ଟ୍ରପତି ମୁର୍ମୁ