ମହାବୀର ଜୟନ୍ତୀରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଡେସ୍କ: ମହାବୀର ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ତାଙ୍କ ବାର୍ତ୍ତାରେ ଭଗବାନ ମହାବୀରଙ୍କ ଶିକ୍ଷାକୁ ଗ୍ରହଣ କରିବା ସହ ସମସ୍ତ ଜୀବଜନ୍ତୁଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ନାଗରିକମାନଙ୍କୁ ନିବେଦନ କରିଛନ୍ତି। ଭଗବାନ ମହାବୀର ତ୍ୟାଗ, କରୁଣା ଓ ସମ୍ବେଦନଶୀଳତାର ପ୍ରତିମୂର୍ତ୍ତି ବୋଲି ସେ କହିଛନ୍ତି। ତାଙ୍କ ସଂଯମ, ନୈତିକତା ଓ ଅହିଂସାର ଶିକ୍ଷା ଆଜି ବି ପ୍ରାସଙ୍ଗିକ … Continue reading ମହାବୀର ଜୟନ୍ତୀରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ