ମାହାଙ୍ଗା ମାମଲାରେ ରାୟ ସଂରକ୍ଷିତ

ଭୁବନେଶ୍ବର : ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ । ତାଙ୍କ ବିରୋଧରେ ମାମଲା ଚାଲୁ ପାଇଁ ତଳ କୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ପ୍ରତାପ ଜେନା ହାଇକୋର୍ଟରେ ଆବେଦନ କରିଥିଲେ । ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । କହିରଖୁଛୁ ମାହାଙ୍ଗା ଡବଲ ମର୍ଡର ଘଟଣାରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ଘଟିଥିଲା । … Continue reading ମାହାଙ୍ଗା ମାମଲାରେ ରାୟ ସଂରକ୍ଷିତ