ତ୍ରିଭୁବନ ବିମାନବନ୍ଦରରେ ଦୁର୍ଘଟଣା ପଛର ରହସ୍ୟ କ’ଣ ? ପୂର୍ବରୁ ବି ଯାଇଛି ଅନେକ ଜୀବନ

ସମାଜ ଡିଜିଟାଲ ଡେସ୍କ: ନେପାଳର କାଠମାଣ୍ଡୁସ୍ଥିତ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପୁଣି ଥରେ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ୧୯ ଜଣ ପ୍ରାଣ ହରାଇଛନ୍ତି। ନେପାଳରେ ସବୁଠୁ ବଡ଼ ବିମାନ ଦୁର୍ଘଟଣା ୧୯୯୨ରେ ଘଟିଥିଲା, ଯେଉଁଥିରେ ୧୬୭ ଜଣଙ୍କ ମୃତ୍ୟୁ ଘଟିଥିଲା। ପାକିସ୍ତାନର ଏକ ଅନ୍ତର୍ଜାତୀୟ ବିମାନ ଏଠାରେ ଅବତରଣ କରିବାକୁ ଉଦ୍ୟମ କରିଥିଲା। ଅବତରଣ ପୂର୍ବରୁ ବିମାନଟି ରନଓ୍ବେ ଉପରେ ଦୁର୍ଘଟଣାର ଶିକାର ହୋଇଥିଲା। ତ୍ରିଭୁବନ ବିମାନବନ୍ଦରରେ ଦୁର୍ଘଟଣାର ଏକ ଲମ୍ବା ତାଲିକା ରହିଛି। ତେବେ … Continue reading ତ୍ରିଭୁବନ ବିମାନବନ୍ଦରରେ ଦୁର୍ଘଟଣା ପଛର ରହସ୍ୟ କ’ଣ ? ପୂର୍ବରୁ ବି ଯାଇଛି ଅନେକ ଜୀବନ