ନା ୱିଣ୍ଡୋ ନା ସ୍ପ୍ଲିଟ୍ : ଆସିଗଲା ଏମିତି ଏସି ; ଯୁଆଡେ ଚାହିଁବେ ସିଆଡେ ନେବେ, ଦାମ୍ ଏତିକି..

ନୂଆଦିଲ୍ଲୀ : ଦେଶର ଅଧିକାଂଶ ସ୍ଥାନରେ ଅସହ୍ୟ ଗରମ ଅନୁଭୂତ ହେଉଛି। ଏଥିରେ ମୁକ୍ତି ପାଇବା ପାଇଁ ଲୋକେ ଏସି ଉପରେ ନିର୍ଭର କରୁଛନ୍ତି। ସାଧାରଣତଃ ଲୋକେ ୱିଣ୍ଡୋ କିମ୍ବା ସ୍ପ୍ଲିଟ୍ ଏସି ବ୍ୟବହାର କରି ଥାଆନ୍ତି। ମାତ୍ର ପୋରର୍ଟେବଲ୍ ଏସି ବିଷୟରେ ଜାଣିଛନ୍ତି କି? ଯାହାକୁ ରୁମ୍ କୁଲର୍ ଭଳି ଘରେ ବ୍ୟବହାର କରି ପାରିବେ। ଘରର ଯେକୌଣସି କୋଣରେ ରଖି ପାରିବେ। ପୋରର୍ଟେବଲ୍ ଏସିକୁ ଲଗାଇବା ପାଇଁ ଘରର କୌଣସି ସ୍ଥାନକୁ ଭାଙ୍ଗିବାକୁ ପଡିବ … Continue reading ନା ୱିଣ୍ଡୋ ନା ସ୍ପ୍ଲିଟ୍ : ଆସିଗଲା ଏମିତି ଏସି ; ଯୁଆଡେ ଚାହିଁବେ ସିଆଡେ ନେବେ, ଦାମ୍ ଏତିକି..