ନମାଜ ପଢୁଥିବା ଲୋକଙ୍କୁ ମାଡ଼ ମାରିବା ଅଭିଯୋଗରେ ପୁଲିସ କର୍ମଚାରୀ ନିଲମ୍ବିତ

ଡେସ୍କ: ଦିଲ୍ଲୀ ଇନ୍ଦ୍ରଲୋକରେ ହଙ୍ଗାମା ପରେ ରାସ୍ତାରେ ନମାଜ ପଢୁଥିବା ଲୋକଙ୍କୁ ମାଡ଼ ମାରିବା ଅଭିଯୋଗରେ ପୁଲିସ କର୍ମଚାରୀ ନିଲମ୍ବିତ ହୋଇଥିବା ଜଣାପଡିଛି। ଡିସିପି ମନୋଜ ମୀନା କହିଛନ୍ତି ଯେ ଘଟଣାର ଗମ୍ଭୀରତାର ସହ ତଦନ୍ତ କରାଯାଉଛି। ଅଭିଯୁକ୍ତ ପୁଲିସ କର୍ମୀକୁ ନିଲମ୍ବନ କରାଯାଇଛି। ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରାଯାଇଛି। ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ଉପରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। କଂଗ୍ରେସ ସାଂସଦ ଇମ୍ରାନ ପ୍ରତାପଗଡ଼ୀ ପୁଲିସର କାର୍ଯ୍ୟଶୈଳୀ … Continue reading ନମାଜ ପଢୁଥିବା ଲୋକଙ୍କୁ ମାଡ଼ ମାରିବା ଅଭିଯୋଗରେ ପୁଲିସ କର୍ମଚାରୀ ନିଲମ୍ବିତ