ମଦ ପିଇବାକୁ ବାରଣ କରିବାରୁ କନଷ୍ଟେବଳଙ୍କୁ କାର ଚଢ଼ାଇ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ଗାଡ଼ି ଭିତରେ ମଦ ପିଇବାକୁ ବାରଣ କରିବାରୁ ଜଣେ ପୁଲିସ କନଷ୍ଟେବଳଙ୍କୁ କାର ଚଢ଼ାଇ ହତ୍ୟା କରାଯାଇଛି। ଏଭଳି ଜଘନ ହତ୍ୟାକାଣ୍ଡ ଘଟିଛି ଦେଶର ରାଜଧାନୀ ନୂଆଦିଲ୍ଲୀରେ। ଶନିବାର ରାତି ପ୍ରାୟ ୨ଟା ୧୫ ମିନିଟରେ ଘଟିଥିବା ଏହି ହତ୍ୟାକାଣ୍ଡ ରାଜଧାନୀର ସୁରକ୍ଷା ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠାଇଛି। ପୁଲିସ ଯେଉଁଠି ଅସୁରକ୍ଷିତ ସେଠାରେ ଜନସାଧାରଣ କେତେ ସୁରକ୍ଷିତ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହତ୍ୟାର ଶିକାର ହୋଇଥିବା କନଷ୍ଟେବଳ … Continue reading ମଦ ପିଇବାକୁ ବାରଣ କରିବାରୁ କନଷ୍ଟେବଳଙ୍କୁ କାର ଚଢ଼ାଇ ହତ୍ୟା