‘ପୋଲିସ ବାବୁ ୨’ ର ସଙ୍ଗୀତ ମୁକ୍ତିଲାଭ

ଭୁବନେଶ୍ବର : ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ କେବଳ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ନୁହେଁ ବରଂ ଭିନ୍ନ ଭିନ୍ନ ରୋଚକ କାହାଣୀକୁ ନେଇ ନିର୍ମିତ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ମନ ଜିତିଛି । ଆଜି ଜୀ ସାର୍ଥକ ପ୍ରସ୍ତୁତ ଚଳଚ୍ଚିତ୍ର ”ପୋଲିସ ବାବୁ ୨’ ର ସଙ୍ଗୀତ ମୁକ୍ତିଲାଭ କରିଛି ।  ଆସନ୍ତା ୧୧ ତାରିଖ ରବିବାର ସନ୍ଧ୍ୟା ସାଢେ ୬ଟାରେ ଜୀ ସାର୍ଥକରେ ‘ପୋଲିସ ବାବୁ ୨’ ପ୍ରସାରିତ ହେବ । ଏହାର … Continue reading ‘ପୋଲିସ ବାବୁ ୨’ ର ସଙ୍ଗୀତ ମୁକ୍ତିଲାଭ