ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୧୦, ୫୫୧ ବୁଥ ପାଇଁ ୩୫ ହଜାର ପୁଲିସ ମୁତୟନ

ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ପୁଲିସ ବ୍ୟବସ୍ଥା ନେଇ ପୁଲିସ ମହାନିର୍ଦେଶକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୩୫ ହଜାର ପୁଲିସ ବ୍ୟବସ୍ଥା କରାଯାଇଛି। ତୃତୀୟ ପର୍ଯ୍ୟାୟରେ ୧୦, ୫୫୧ ବୁଥ ରହିଛି ଏବଂ ସେଥିମଧ୍ୟରୁ ୨୦% ବୁଥ ସମ୍ବେଦନଶୀଳ ରହିଛି। ନିର୍ବାଚନ ହେଉଥିବା ୧୨ ଜିଲାରେ ୩୫ହଜାର ପୁଲିସ ମୁତୟନ କରାଯାଇଛି। Related Posts ଫ୍ଲାଇଓଭରରୁ ଡେଇଁଲେ ଯୁବତୀ Sep 7, 2024 ବାଲେଶ୍ବରରେ ଯୁବକଙ୍କୁ ଛୁରାମାଡ଼, ପୁଲିସର… … Continue reading ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୧୦, ୫୫୧ ବୁଥ ପାଇଁ ୩୫ ହଜାର ପୁଲିସ ମୁତୟନ