ପାକ ଅଧିକୃତ କାଶ୍ମୀର ପାକିସ୍ତାନର ଅଂଶ ନୁହେଁ

ଡେସ୍କ: ମିଳିତ ଆୱାମୀ ଆକ୍ସନ କମିଟିର ମିରପୁର ଶାଖାର ପ୍ରମୁଖ ନେତା ଆରିଫ ଚୌଧୁରୀ ମଙ୍ଗଳବାର ମିରପୁର ପ୍ରେସ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀ କରି ପାକ୍ ଅଧିକୃତ କଶ୍ମୀରବାସୀଙ୍କ ପ୍ରତି ପାକିସ୍ତାନ ପ୍ରଶାସନର ଅବହେଳାକୁ ସମାଲୋଚନା କରିଛନ୍ତି। ବିଜାପୁର ଏନକାଉଣ୍ଟରରେ ୧୩ ନକ୍ସଲ ନିହତ ଶ୍ରୀ ଚୌଧୁରୀ ପିଓକେ ବାସିନ୍ଦାଙ୍କ ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ଅଧିକାର ଏବଂ ଆବଶ୍ୟକତା ପୂରଣ ନହେବା ଉପରେ ଗୁରୁତ୍ୱାରୋପ କରିବା ସହ ପାକିସ୍ତାନର ହିତ ପାଇଁ ମୀରପୁରର ବାରମ୍ବାର ବଳିଦାନ … Continue reading ପାକ ଅଧିକୃତ କାଶ୍ମୀର ପାକିସ୍ତାନର ଅଂଶ ନୁହେଁ