ମରିସସ୍ ଲୋକଙ୍କ ଶ୍ରୀ ରାମ ଭକ୍ତି ଭଜନ ଓ ମୈଥିଲି ଠାକୁରଙ୍କ ଗୀତ ସେୟାର କଲେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମରିସସ୍ ଲୋକଙ୍କ ଦ୍ୱାରା ଗାନ କରାଯାଇଥିବା ଶ୍ରୀ ରାମ ଭକ୍ତିର ଭଜନ ଏବଂ କଥା ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ନିଜ ଟ୍ୱିଟର ହ୍ୟାଣ୍ଡେଲ ଏକ୍ସରେ ଏ ନେଇ ଲେଖିଛନ୍ତି – ମରିସସ୍‌ର ଲୋକ ନିଜ ପରମ୍ପରାକୁ ସଂରକ୍ଷିତ ରଖିଛନ୍ତି ଏବଂ ସେଥିରେ କଥା ଏବଂ ଭଜନ ମାଧ୍ୟମରେ ରାମ ଭକ୍ତି ସାମିଲ ରହିଛି। ଏତେ ବର୍ଷ ପର୍ଯ୍ୟନ୍ତ ଏତେ ଗଭୀର ସାଂସ୍କୃତିକ ମୂଳ ଏବଂ ଭକ୍ତିର ପ୍ରସାର ଦେଖି ବେଶ୍ … Continue reading ମରିସସ୍ ଲୋକଙ୍କ ଶ୍ରୀ ରାମ ଭକ୍ତି ଭଜନ ଓ ମୈଥିଲି ଠାକୁରଙ୍କ ଗୀତ ସେୟାର କଲେ ପ୍ରଧାନମନ୍ତ୍ରୀ