୩ ମହାଶକ୍ତିଙ୍କ ମହାମିଳନ ; ଟ୍ରମ୍ପଙ୍କ ରକ୍ତଚାପ ବଢାଇବ କି ଏସବୁ ଦୃଶ୍ୟ!

ନୂଆଦିଲ୍ଲୀ : ଚୀନର ତିଆନଜିନ୍‌ରେ ସୋମବାର ସକାଳେ ୩ ରାଷ୍ଟ୍ରର ମୁଖ୍ୟଙ୍କ ସାକ୍ଷାତ ହୋଇଛି । ଏସସିଓ ସମ୍ମିଳନୀ ସମୟରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ଓ ରୁଷର ରାଷ୍ଟ୍ରପତି ପୁଟିନ୍‌ଙ୍କ ସାକ୍ଷାତ ହୋଇଛି । ୩ ରାଷ୍ଟ୍ର ମୁଖ୍ୟଙ୍କ ସାକ୍ଷାତ ହେବାର ଅନେକ ଫଟୋ ସାମ୍ନାକୁ ଆସିଛି । ଏସବୁ ଫଟୋ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରକ୍ତଚାପ ବଢାଇପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି । ତିଆନଜିନ୍‌ରେ … Continue reading ୩ ମହାଶକ୍ତିଙ୍କ ମହାମିଳନ ; ଟ୍ରମ୍ପଙ୍କ ରକ୍ତଚାପ ବଢାଇବ କି ଏସବୁ ଦୃଶ୍ୟ!