ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି । ଆପଣଙ୍କୁ କହିରଖୁଛୁ ଆଜି ସାରା ଦେଶର ୧୧ ରାଜ୍ୟରେ ୯୩ ଆସନ ପାଇଁ ମତଦାନ ହେଉଛି । ଏହି ଅବସରରେ ମୋଦୀ ମଧ୍ୟ ଅହମଦାବାଦରେ ପହଞ୍ଚି ମତଦାନ କରିଛନ୍ତି । ଏହି ଅବସରରେ ଅମିତ ଶାହ ମଧ୍ୟ ପୋଲିଂ ବୁଥ୍ ବାହାରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତଦାନ କରି ପୋଲିଂ ବୁତ୍ ବାହାରକୁ ଆସି ଆଙ୍ଗୁଠିରେ … Continue reading ମତଦାନ ନୁହେଁ ସାମାନ୍ୟ ଦାନ: ମୋଦୀ
Copy and paste this URL into your WordPress site to embed
Copy and paste this code into your site to embed