ୟୁଏଇ ଗସ୍ତରେ ଯିବେ ମୋଦୀ, ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିରକୁ ଉଦଘାଟନ କରିବେ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାରଠାରୁ ଦୁଇ ଦିନିଆ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଯିବେ। ୨୦୧୫ ପରଠାରୁ ମୋଦୀଙ୍କ ଏହା ସପ୍ତମ ଏବଂ ଗତ ୮ ମାସ ମଧ୍ୟରେ ତୃତୀୟ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଏହି ଗସ୍ତ ସମୟରେ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା, ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା, ଆଞ୍ଚଳିକ ଏବଂ … Continue reading ୟୁଏଇ ଗସ୍ତରେ ଯିବେ ମୋଦୀ, ଆବୁଧାବିର ପ୍ରଥମ ହିନ୍ଦୁ ମନ୍ଦିରକୁ ଉଦଘାଟନ କରିବେ