ମାର୍ଚ୍ଚ ଯାଏଁ ଅଯୋଧ୍ୟା ରାମ ମନ୍ଦିର ନ ଯିବାକୁ ମନ୍ତ୍ରୀଙ୍କୁ କହିଲେ ମୋଦୀ

ଡେସ୍କ: ମାର୍ଚ୍ଚ ମାସ ଯାଏଁ ଅଯୋଧ୍ୟା ରାମ ମନ୍ଦିର ଦର୍ଶନ ପାଇଁ ନ ଯିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି। ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ, ପ୍ରଧାନମନ୍ତ୍ରୀ କହିଛନ୍ତି, ଅତ୍ୟଧିକ ଭିଡ ହେଉଥିବାରୁ ସେଠାରେ ସାଧାରଣ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି ନ କରିବାକୁ ଶ୍ରୀ ମୋଦୀ କହିଛନ୍ତି। ଜ୍ଞାନବାପି ମାମଲା, ଉଭୟ ପକ୍ଷ ସହମତ – ସାର୍ବଜନୀନ ହୋଇପାରେ ସର୍ଭେ ରିପୋର୍ଟ ସେ କହିଛନ୍ତି, ମନ୍ତ୍ରୀମାନେ ସେଠାକୁ ଗଲେ ପ୍ରୋଟୋକଲ … Continue reading ମାର୍ଚ୍ଚ ଯାଏଁ ଅଯୋଧ୍ୟା ରାମ ମନ୍ଦିର ନ ଯିବାକୁ ମନ୍ତ୍ରୀଙ୍କୁ କହିଲେ ମୋଦୀ