ବିଶ୍ଵକପ୍ ବିଜୟ ପରେ ଭାରତୀୟ ଦଳକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଦ୍ଵିତୀୟଥର ଟି-୨୦ ଚାମ୍ପିୟନ ହେବା ପରେ ଦଳ ପାଇଁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀଙ୍କ ସହ ବହୁ ବିିଶିଷ୍ଠ ବ୍ୟକ୍ତିବିଶେଷ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲେଖିଛନ୍ତି , ଭାରତୀୟ ଦଳକୁ ବହୁତ୍ ଅଭିନନ୍ଦନ। ଦଳ ହାର ମାନିନଥିଲା। ଏବଂ କଠିନ ପରିସ୍ଥିତିର ସଫଳତାର  ସମ୍ମୁଖୀନ ହୋଇ ବିଜୟ ଟିକା ପିନ୍ଧିପାରିଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା … Continue reading ବିଶ୍ଵକପ୍ ବିଜୟ ପରେ ଭାରତୀୟ ଦଳକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ