ଦାମୀ କମ୍ପାନୀର ପିଜା , ବାନ୍ତି କରିପକାଇବେ କର୍ମଚାରୀଙ୍କ ଏହି ଭିଡିଓ ଦେଖିଲେ

ନୂଆଦିଲ୍ଲୀ – ଡୋମିନସ୍‌ ପିଜା ବେଶ୍‌ ପ୍ରସିଦ୍ଧ । କେବଳ ଡୋମିନସ୍ କାହିଁକି ଆଜି କାଲି ଏନେକ ବିଭିନ୍ନ କମ୍ପାନୀର ପିଜା ବର୍ଗର ସହ ଅନ୍ୟ ଫାଷ୍ଟ ଫୁଡ୍‌ ଖାଇବା ପାଇଁ ପସନ୍ଦ କରୁଛନ୍ତି । ହେଲେ ବେଳେ ବେଳେ ଏହି ଫାଷ୍ଟଫୁଡ୍‌ ଦୋକାନ ଏବଂ ଆଉଟ୍‌ଲେଟ୍‌ରେ କାମ କରୁଥିବା ବ୍ୟକ୍ତିମାନେ ଅତି ଅସ୍ୱାସ୍ଥ୍ୟକର କାମ କରୁଛନ୍ତି । ଏମିତି କାମ ଦେଖିଲେ ଆପଣ ହୋଟେଲ୍‌ କିମ୍ବା ଏମିତି ଖାଦ୍ୟ ଆଉଟଲେଟ୍‌ ମାନଙ୍କରେ ଆଉ ଖାଇବା ପାଇଁ … Continue reading ଦାମୀ କମ୍ପାନୀର ପିଜା , ବାନ୍ତି କରିପକାଇବେ କର୍ମଚାରୀଙ୍କ ଏହି ଭିଡିଓ ଦେଖିଲେ