କାନାରା ବ୍ୟାଙ୍କର ପିପିଲି ଶାଖା ଉଦ୍‌‌ଘାଟିତ

ପିପିଲି : ଦେଶର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କାନାରା ବ୍ୟାଙ୍କର ଏକ ନୂତନ ଶାଖା ପିପିଲି ପୌରାଞ୍ଚଳର ହାଟଛକ ଠାରେ ଶୁକ୍ରବାର ଉଦ୍‌‌ଘାଟିତ ହୋଇ ଯାଇଛି। ଏହି ନୂତନ ଶାଖା ସମେତ ସେଠାରେ ଏମ୍ଏସ୍ଏମ୍ଇ ଆଉଟରିଚ୍‌‌ କାର୍ଯ୍ୟକ୍ରମକୁ ବ୍ୟାଙ୍କର ମଣ୍ଡଳ ମୁଖ୍ୟ ଜଗଦୀଶ ଚନ୍ଦର ଉଦ୍ଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ଏକ ଗ୍ରାହକ ସମାବେଶରେ ଶ୍ରୀ ଚନ୍ଦରଙ୍କ ସମେତ କାନାରା ବ୍ୟାଙ୍କର କ୍ଷେତ୍ରୀୟ ମୁଖ୍ୟ ମହାମାୟା ପ୍ରସାଦ ରାଏ, ସହାୟକ ମହାପ୍ରବନ୍ଧକ ରୀତା ଦାସ, … Continue reading କାନାରା ବ୍ୟାଙ୍କର ପିପିଲି ଶାଖା ଉଦ୍‌‌ଘାଟିତ