ଚଳନ୍ତା ବିମାନରେ ଶୋଇପଡ଼ିଲେ ପାଇଲଟ

ଜାକର୍ତ୍ତା: ବିମାନ ଉଡାଣ ସମୟରେ ପାଇଲଟଙ୍କ ଖାମଖିଆଲ ଆଚରଣ ଅନେକ ସମୟରେ ନଜରକୁ ଆସୁଛି। ନିକଟରେ ଇଣ୍ଡୋନେସିଆର ସୁଲାୱେସିରୁ ଜାକର୍ତ୍ତା ଅଭିମୁଖେ ୧୫୩ଜଣ ଯାତ୍ରୀଙ୍କୁ ଧରି ଉଡାଣ କରୁଥିବା ବିମାନ ଉଚ୍ଚ ଆକାଶ ମାର୍ଗରେ ଥିବାବେଳେ ଏହାର ପାଇଲଟ୍ ଓ ସହ ପାଇଲଟ୍ ଶୋଇପଡିବା ଘଟଣା ନଜରକୁ ଆସିଛି। ନ୍ୟାସନାଲ ଟ୍ରାନ୍ସପୋର୍ଟେସନ୍ ସେଫ୍‌ଟି କମିଟିର ରିପୋର୍ଟ ଅନୁଯାୟୀ ଦୁଇ ପାଇଲଟ ୨୮ ମିନିଟ୍ ଶୋଇପଡିଥିଲେ। ଏହି ସମୟରେ ବିମାନ ସହ ଏୟାର ଟ୍ରାଫିକ୍ କ​‌େ​‌ଣ୍ଟ୍ରାଲ ଯୋଗାଯୋଗ କରିଥିଲେ; … Continue reading ଚଳନ୍ତା ବିମାନରେ ଶୋଇପଡ଼ିଲେ ପାଇଲଟ