ମଣିଷ ଶରୀରରେ ଲାଗିଲା ଘୁଷୁରି କିଡ୍‌ନୀ

ବେଙ୍ଗାଲୁରୁ : କିଡ୍‌ନୀ ରୋଗୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ଜଣେ ଆମେରିକୀୟ ଡାକ୍ତର ତାସୋ କାୱାଇ। ମାସାଚୁସେଟ୍ସ ଜେନେରାଲ ହସ୍ପିଟାଲରେ ସେ ଜଣେ ୬୨ ବର୍ଷୀୟ କିଡ୍‌ନୀ ରୋଗୀ ରିଚାର୍ଡ ସ୍ଲେମ୍ୟାନ୍‌ଙ୍କଠାରେ ଗତ ୧୬ତାରିଖରେ ସଫଳତାର ସହ ଘୁଷୁରିର କିଡ୍‌ନୀ ପ୍ରତିରୋପଣ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ ହେଉଛି, ଏହି ଘୁଷୁରି ଜିନ୍‌ ପରିବର୍ତ୍ତନ ଦ୍ବାରା ସୃଷ୍ଟି। ପୂର୍ବରୁ କୌଣସି ଅଙ୍ଗଦାତା କିମ୍ବା ମସ୍ତିଷ୍କ ମୃତ ବ୍ୟକ୍ତିଙ୍କ ଶରୀରରୁ କିଡ୍‌ନୀ ଆଣି ପ୍ରତିରୋପଣ କରାଯାଉଥିବାବେଳେ ଘୁଷୁରୀ କିଡ୍‌ନୀ ମଣିଷଙ୍କଠାରେ … Continue reading ମଣିଷ ଶରୀରରେ ଲାଗିଲା ଘୁଷୁରି କିଡ୍‌ନୀ