କେନ୍ଦ୍ରକୁ ଝଟକା – ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ପ୍ରତିଷ୍ଠା ବିଜ୍ଞପ୍ତି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ଡେସ୍କ: କେନ୍ଦ୍ର ସରକାରଙ୍କ ବିଷୟରେ ମିଥ୍ୟା ଖବର ଚିହ୍ନଟ କରିବା ପାଇଁ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି) ଅଧୀନରେ ଫ୍ୟାକ୍ଟ ଚେକିଂ ୟୁନିଟ୍ ଗଠନ ବିଜ୍ଞପ୍ତି ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଦ୍ୱାରା ସୂଚନା ପ୍ରଯୁକ୍ତି ବିଦ୍ୟା ନିୟମ, ୨୦୨୧ ଅଧୀନରେ ମାର୍ଚ୍ଚ ୨୦ରେ ଫ୍ୟାକ୍ଟ ଚେକ୍ ୟୁନିଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏ ନେଇ ଗଣମାଧ୍ୟମ ସଂସ୍ଥାଗୁଡିକ ସମ୍ଭାବ୍ୟ ସେନ୍ସରସିପ୍ ପାଇଁ ଏହାର ଅପବ୍ୟବହାର ସମ୍ଭାବନା ବିଷୟରେ ଚିନ୍ତା ପ୍ରକଟ … Continue reading କେନ୍ଦ୍ରକୁ ଝଟକା – ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ପ୍ରତିଷ୍ଠା ବିଜ୍ଞପ୍ତି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ