ମହିଳାଙ୍କ ବଦାନ୍ୟତା ଘଟଣା: ପ୍ରତିଶ୍ରୁତି ପାଳନ କଲା ମନ୍ଦିର ପରିଚାଳନା କମିଟି, ହେଲା ନୂତନ ଗୃହ ପ୍ରବେଶ

ଫୁଲବାଣୀ: ୧୬ ଡିସେମ୍ବର ୨୦୨୨ ମସିହାରେ ଫୁଲବାଣୀ ସହରର ଜଣେ ମହିଳା ଦେଖାଇଥିଲେ ବଦାନ୍ୟତା। ନିଜେ ବର୍ଷ ବର୍ଷ ଧରି ଫୁଲବାଣୀ ଜଗନ୍ନାଥ ମନ୍ଦିର ଦୂଆରେ ବସି ଭିକ୍ଷା ମାଗି ଯେଉଁ ପୁଞ୍ଜି ଯୋଗାଡ଼ କରିଥିଲେ ତାହାକୁ ସେ ଜଗନ୍ନାଥଙ୍କ ଚରଣରେ ହିଁ ସମର୍ପି ଦେଇଥିଲେ। ଜଗନ୍ନାଥ ମନ୍ଦିରର ପ୍ରଥମ ମନ୍ଦିର ସଂପୂର୍ଣ୍ଣଭାବେ ଭଗ୍ନ ଅବସ୍ଥାରେ ପଡ଼ିରହିଥିବା ବେଳେ ତାହାର ଉନ୍ନତିକରଣ ପାଇଁ ସେ ୧ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ମନ୍ଦିର ପରିଚାଳନା କମିଟିକୁ। ସେ … Continue reading ମହିଳାଙ୍କ ବଦାନ୍ୟତା ଘଟଣା: ପ୍ରତିଶ୍ରୁତି ପାଳନ କଲା ମନ୍ଦିର ପରିଚାଳନା କମିଟି, ହେଲା ନୂତନ ଗୃହ ପ୍ରବେଶ