ତିରୁମାଳା ମନ୍ଦିର ପରିସରରେ ଅଣ୍ଡା ବିରିୟାନୀ ଖାଉଥିଲେ, ଧରାପଡିଲେ

ହାଇଦ୍ରାବାଦ : ତିରୁମାଳା ମନ୍ଦିର ପରିସରରେ ଶୁକ୍ରବାର କିଛି ଲୋକ ଅଣ୍ଡା ବିରିୟାନୀ ଖାଉଥିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି।  ୱାଇଏସଆରସିପି ସମେତ ବିଭିନ୍ନ ବିପକ୍ଷ ଦଳ ଅଲୀପିରି ଚେକ୍‌ ପଏଣ୍ଟରେ ସୁରକ୍ଷାରେ ଅବହେଳାକୁ ନେଇ ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି) ସହ ଆଲୋଚନା ସହ ଏହାର ପ୍ରତିବାଦ କରିଛନ୍ତି। ତିରୁମାଳା ମନ୍ଦିରରେ ନିଶା, ଆମିଷ ଭୋଜନ, ସିଗାରେଟ୍‌, ତମାଖୁ ଆଦି ସେବନ ଉପରେ ପ୍ରତିବନ୍ଧକ ରହିଥିବା ପରେ ମଧ୍ୟ କିଛି ଲୋକେ … Continue reading ତିରୁମାଳା ମନ୍ଦିର ପରିସରରେ ଅଣ୍ଡା ବିରିୟାନୀ ଖାଉଥିଲେ, ଧରାପଡିଲେ