ଯେତେ ବଡ ବିଜ୍ଞାପନ, ସେତିକି ବଡ କ୍ଷମା ପ୍ରାର୍ଥନା ହେବା ଉଚିତ: ସୁପ୍ରିମକୋର୍ଟ

ଡେସ୍କ: ପତଞ୍ଜଳି ଆୟୁର୍ବେଦ ଦ୍ୱାରା ବିଭ୍ରାନ୍ତିକର ବିଜ୍ଞାପନ ଉପରେ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି ଯେ ରାମଦେବଙ୍କ ମାଲିକାନାରେ ଥିବା କମ୍ପାନି ଖବରକାଗଜରେ ସାର୍ବଜନୀନ କ୍ଷମା ପ୍ରାର୍ଥନା ସେହି ଆକାରର ହେବା ଉଚିତ ଯେଉଁଥିରେ କମ୍ପାନୀ ତାହାର ଉତ୍ପାଦର ବିଜ୍ଞାପନ କରିଥାଏ। ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେପି, ୪୦ ଜଣିଆ ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଦେବଙ୍କ ପକ୍ଷରୁ ମୁକୁଲ ରୋହତଗୀ କହିଛନ୍ତି ଯେ ଖବରକାଗଜରେ … Continue reading ଯେତେ ବଡ ବିଜ୍ଞାପନ, ସେତିକି ବଡ କ୍ଷମା ପ୍ରାର୍ଥନା ହେବା ଉଚିତ: ସୁପ୍ରିମକୋର୍ଟ