ପାଣି ପାଇଁ ରାସ୍ତାରୋକ ; ଗରା ବାଲତି ରଖି ରାସ୍ତା ଅବରୋଧ କଲେ ମହିଳା
ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡା ହାଟସାହିରେ ପିଇବା ପାଣି ସମସ୍ୟା ଉତ୍କଟ ହୋଇଥିବା ବେଳେ ଶନିବାର ସକାଳୁ ହାଟସାହିର ଶତାଧିକ ମହିଳା ଗରା ବାଲତି ରଖି ରାସ୍ତାରୋକ କରିଛନ୍ତି। ପାଟଣା – କେନ୍ଦୁଝର ରାସ୍ତାର ଟାଙ୍ଗରପଡା ନିକଟରେ ଗ୍ରାମର ମହିଳାମାନେ ଗରା ବାଲତି ରଖି ରାସ୍ତା ଅବରୋଧ କରିଛନ୍ତି। ଗ୍ରାମରେ ବସୁଧା ଯୋଜନାରେ ଲୋକଙ୍କୁ ମିଳୁନାହିଁ ପିଇବା ପାଣି। ଗ୍ରୀଷ୍ମର ପ୍ରଚଣ୍ଡ ଖରାରେ ଲୋକେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି। … Continue reading ପାଣି ପାଇଁ ରାସ୍ତାରୋକ ; ଗରା ବାଲତି ରଖି ରାସ୍ତା ଅବରୋଧ କଲେ ମହିଳା
Copy and paste this URL into your WordPress site to embed
Copy and paste this code into your site to embed