ଏପ୍ରିଲ ୧ରୁ ବିନା ଟିକେଟରେ ରେଳ ଯାତ୍ରା କଲେ – ରେଳ ବିଭାଗ ଗ୍ରହଣ କରିଛି ଏହି ପଦକ୍ଷେପ

ନୂଆଦିଲ୍ଲୀ- ବେଳେ ବେଳେ ଅନେକ ଯାତ୍ରୀ ବିନା ଟିକେଟରେ ରେଳରେ ଯାତ୍ରା କରିଥାଆନ୍ତି । ଟିଟିଇ କି ରେଳ  ସୁରକ୍ଷା କର୍ମୀଙ୍କ ଦ୍ୱାରା ଧରା ପଡିଲେ ଅନେକ ଜରିମାନା ଦେଇଥାଆନ୍ତି । ବେଳେ ବେଳେ ଲୋକମାନେ କୌଣସି ବ୍ୟସ୍ତତା କିମ୍ବା ଅନ୍ୟ କାରଣରୁ ଟିକେଟ କରିପାରି ନଥାନ୍ତି । ଏବେ ରେଳ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ବ୍ୟବସ୍ଥା କରାଯାଉଛି । ଯଦି ଯାତ୍ରୀ ବିନା ଟିକେଟ୍‌ରେ ଯାତ୍ରା କରୁଥାଆନ୍ତି ତେବେ ତାଙ୍କ ଠାରୁ କ୍ୟୁଆର୍‌ କୋଡ୍‌ରେ ଜରିମାନା … Continue reading ଏପ୍ରିଲ ୧ରୁ ବିନା ଟିକେଟରେ ରେଳ ଯାତ୍ରା କଲେ – ରେଳ ବିଭାଗ ଗ୍ରହଣ କରିଛି ଏହି ପଦକ୍ଷେପ