ଅସ୍ପଷ୍ଟ ପାକିସ୍ତାନ ରାଜନୀତି, କିଏ ଗଢ଼ିବ ସରକାର?

ଡେସ୍କ: ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦାରୀ ପ୍ରଧାନମନ୍ତ୍ରୀ ପଦ ଦୌଡ଼ରୁ ଓହରି ଯାଇଛନ୍ତି। ଇସଲାମାବାଦରେ ପାକିସ୍ତାନ ପିପୁଲ୍ସ ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଭୁଟ୍ଟୋ କହିଛନ୍ତି ଯେ ତାଙ୍କ ଦଳ ସରକାରରେ ସାମିଲ ନ ହୋଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜକୁ ସମର୍ଥନ କରିବ। ସରକାର ଗଠନ ଏବଂ ରାଜନୈତିକ ସ୍ଥିରତା ଉପରେ ଆଲୋଚନା କରିବା ପାଇଁ ତାଙ୍କ ଦଳ ଅନ୍ୟ ରାଜନୈତିକ ଦଳମାନଙ୍କ ସହ … Continue reading ଅସ୍ପଷ୍ଟ ପାକିସ୍ତାନ ରାଜନୀତି, କିଏ ଗଢ଼ିବ ସରକାର?