ପାକିସ୍ତାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୧୭ ତୀର୍ଥଯାତ୍ରୀ ମୃତ

ବେଲୁଚିସ୍ତାନ : ପାକିସ୍ତାନର ସିଦ୍ଧ ଓ ବେଲୁଚିସ୍ତାନ ପ୍ରାନ୍ତର ସୀମାବର୍ତ୍ତି ଅଞ୍ଚଳରେ ତୀର୍ଥଯାତ୍ରୀ ଯାଉଥିବା ଏକ ବସ୍ ଖାଇକୁ ଖସି ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ପ୍ରାୟ ୩୮ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ବୁଧବାରର ବୋଲି ଜଣାପଡିଛି। ସମସ୍ତ ଶ୍ରଦ୍ଧାଳୁ ବସରେ ବେଲୁଚିସ୍ତାନର ଖୁଜଦର ଜିଲା ଯାଉଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ- ମୁମ୍ବଇ ଇଣ୍ଡିଆନ୍ସ ଟକ୍କର ଏହି ଦୁର୍ଘଟଣା ଯେଉଁ ସ୍ଥାନରେ ଘଟିଥିଲା ତାହା କରାଚି … Continue reading ପାକିସ୍ତାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୧୭ ତୀର୍ଥଯାତ୍ରୀ ମୃତ