ପାକିସ୍ତାନରେ ସେନା ଶାସନ ସମ୍ଭାବନା, ସନ୍ଦେହ ଘେରରେ ନିର୍ବାଚନ ଫଳାଫଳ

ଡେସ୍କ: ପାକିସ୍ତାନରେ ନିର୍ବାଚନରେ ହିଂସା ଓ ପରେ ଭୋଟ ଗଣନା ଏବଂ ଫଳାଫଳକୁ ନେଇ ସନ୍ଦେହଜନକ ପରିସ୍ଥିତି ସୃଷ୍ଟି ହୋଇଛି ଫଳରେ ସେଠାରେ ସେନା ଦେଶର ଶାସନ ଭାର ନେବା ଭଳି ଆଶଙ୍କା ପ୍ରକାଶ ପାଇଛି। ଚୂଡ଼ାନ୍ତ ନିର୍ବାଚନ ଫଳାଫଳ ପ୍ରକାଶ ନ ହେଲେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବାକୁ ଇମ୍ରାନ୍ ଖାନଙ୍କ ପାକିସ୍ତାନ ତେହରିକ-ଏ-ଇନସାଫ୍ (ପିଟିଆଇ) ନିଜ ସମର୍ଥକମାନଙ୍କୁ ଅନୁରୋଧ କରିଛି। ଅର୍ଥନୈତିକ ସଙ୍କଟ ଏବଂ ବଢୁଥିବା ଆତଙ୍କବାଦ ମଧ୍ୟରେ ପାକିସ୍ତାନରେ ଗୁରୁବାର ସାଧାରଣ ନିର୍ବାଚନ … Continue reading ପାକିସ୍ତାନରେ ସେନା ଶାସନ ସମ୍ଭାବନା, ସନ୍ଦେହ ଘେରରେ ନିର୍ବାଚନ ଫଳାଫଳ