ପାକିସ୍ତାନରେ ନୋଟବନ୍ଦୀ ! ନୂଆ ନୋଟ୍ ଛାପିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର

ଇସଲାମାବାଦ: ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନ ୨୦ ଟଙ୍କାଠୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ନୂଆ ନୋଟ୍ ଜାରି କରିବ । ନକଲି ନୋଟ୍ ସମସ୍ୟାରୁ ରକ୍ଷା ପାଇବା ପାଇଁ ପାକିସ୍ତାନ ସରକାର ଏମିତି ନିଷ୍ପତ୍ତି ନେଇଛନ୍ତି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ପାକିସ୍ତାନର ଗଭର୍ଣ୍ଣର ଜମିଲ ଅହମଦ କହିଛନ୍ତି କି ସୁରକ୍ଷାକୁ ନଜରରେ ରଖି ନୂଆ ନୋଟକୁ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସହିତ ଜାରି କରାଯିବ । ସେ ଆଗକୁ … Continue reading ପାକିସ୍ତାନରେ ନୋଟବନ୍ଦୀ ! ନୂଆ ନୋଟ୍ ଛାପିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର