ସଙ୍ଗୀତ ଓ ନୃତ୍ୟ ନିର୍ଦ୍ଦେଶକ ପବିତ୍ର ପରିଡାଙ୍କ ପରଲୋକ, ଦାନ କଲେ ଚକ୍ଷୁ

ପିପିଲି : ପୁରୀ ଜିଲାର ପରିଚିତ ସଙ୍ଗୀତ ଓ ନୃତ୍ୟ ନିର୍ଦ୍ଦେଶକ ପବିତ୍ର କୁମାର ପରିଡାଙ୍କର ୫୮ ବର୍ଷ ବୟସରେ ୧୫ ତାରିଖ ରାତିରେ ହୃଦାଘାତରେ ପରଲୋକ ଘଟିଛି । ପିପିଲି ନିକଟବର୍ତ୍ତୀ ଷଡାଙ୍ଗୋଇ ଗ୍ରାମ ସ୍ଥିତ ନିଜ ବାସଭବନରେ ସେ ସୋମବାର ରାତିରେ ବିଶ୍ରାମ ନେଉଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପିପିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କ୍ୟାପିଟାଲ … Continue reading ସଙ୍ଗୀତ ଓ ନୃତ୍ୟ ନିର୍ଦ୍ଦେଶକ ପବିତ୍ର ପରିଡାଙ୍କ ପରଲୋକ, ଦାନ କଲେ ଚକ୍ଷୁ