ଗୁମ୍ଫା ଭିତରେ ପାତାଳ ଲୋକ, ଯେଉଁଠି ରହନ୍ତି ୧୦୦ ଲୋକ

​ଡେସ୍କ: କେହି ଜାଣନ୍ତି ନାହିଁ ଯେ ପାତାଳ ଲୋକ କେଉଁଠାରେ ଅଛି। କିନ୍ତୁ ଧାରଣା ଅଛି ଯେ ଆକାଶରେ ସ୍ୱର୍ଗ ଓ ଭୂମି ତଳେ ପାତାଳ ଲୋକ ରହିଛି। ଆଉ ଏକଥା ମଧ୍ୟ ବିଶ୍ୱାସ କରାଯାଏ ଯେ ସେହି ପାତାଳ ଲୋକରେ ମଣିଷ ଓ ଜୀବଜନ୍ତୁ ରହିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପାତାଳ ଲୋକ ବିଷୟରେ କହିବାକୁ ଯାଉଛୁ ଯାହା ପୃଥିବୀର ଏକ ପର୍ବତ ଗୁମ୍ଫା ଭିତରେ ରହିଛି। ଖାଲି ସେତିକି ନୁହେଁ … Continue reading ଗୁମ୍ଫା ଭିତରେ ପାତାଳ ଲୋକ, ଯେଉଁଠି ରହନ୍ତି ୧୦୦ ଲୋକ