କାରରୁ ନଗଦ ୩ ଲକ୍ଷରୁ ଅଧିକ ଟଙ୍କା ଜବତ

ମାଲକାନଗିରି: ରାଜ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ଅବାଧ ଓ ହିଂସାମୁକ୍ତ କରିବା ପାଇଁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଏହି କ୍ରମରେ ମାଲକାନଗିରି ଜିଲାରେ ମଧ୍ୟ ସମାନ ରୂପକ ଯାଞ୍ଚ କରାଯାଉଥିବା ବେଳେ ଏକ ସଫାରୀ ଗାଡ଼ିରୁ ୩ଲକ୍ଷ ୭୦ହଜାର ଟଙ୍କା ସ୍କ୍ବାଡ ଟିମ୍‌ ଜବତ କରିଛନ୍ତି। ମାଲକାନଗିରିରୁ ଛତିଶଗଡ଼ ଅଭିମୁଖେ ଯାଉଥିବା ଏକ ସଫାରିକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ଗାଡ଼ିରୁ ନଗଦ ୩ ଲକ୍ଷ ୭୦ ହଜାର ଟଙ୍କା ରହିଥିବା ସ୍କ୍ୱାଡ ଟିମ୍‌ ଦେଖିବାକୁ ପାଇଥିଲେ। ଏହି … Continue reading କାରରୁ ନଗଦ ୩ ଲକ୍ଷରୁ ଅଧିକ ଟଙ୍କା ଜବତ