ବଜେଟକୁ ନେଇ ରାଜନେତାଙ୍କ ପ୍ରତିକ୍ରିୟା: ଅଖିଳେଶ କହିଲେ ବିଜେପିର ଏହା ବିଦାୟ ବଜେଟ

ନୂଆଦିଲ୍ଲୀ: ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ନିର୍ମଳା ସୀତାରମଣ ଅନେକ ବଡ ଘୋଷଣା କରିଛନ୍ତି। ଯେମିତିକି ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତି ନେଇଛନ୍ତି। ଏହା ସହିତ ବନ୍ଦେ ଭାରତ ଟ୍ରେନ ଭଳି ୪୦ହଜାର ରେଳ ବଗି ତିଆରି କରିବାକୁ ଘୋଷଣା କରାଯାଇଛି। ଏସବୁ ମଧ୍ୟରେ ସରକାରଙ୍କ ଏହି ବଜେଟ୍‍ ପରେ ରାଜନୈତିକ ଦଳ ମଧ୍ୟରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। କେନ୍ଦ୍ରମନ୍ତ୍ରୀ ଜ୍ୟୋର୍ତିରାଦିତ୍ୟ ସିନ୍ଧିଆ ଏହି … Continue reading ବଜେଟକୁ ନେଇ ରାଜନେତାଙ୍କ ପ୍ରତିକ୍ରିୟା: ଅଖିଳେଶ କହିଲେ ବିଜେପିର ଏହା ବିଦାୟ ବଜେଟ