ଦେଖନ୍ତୁ ଭିଡିଓ ; ଆଦାମପୁର ଏୟାରବେସ୍ରେ ପ୍ରଧାନମନ୍ତ୍ରୀ ଯବାନଙ୍କୁ ଭେଟି କହିଲେ..
ନୂଆଦିଲ୍ଲୀ : ପଞ୍ଜାବର ଆଦାମପୁର ଏୟାରବେସ୍ରେ ମଙ୍ଗଳବାର ସକାଳେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଯବାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । ଏଠାରେ ପ୍ରଧାନମନ୍ତ୍ରୀ ଯବାନଙ୍କ ସାହସକୁ ଆହୁରି ବଢାଇବା ସହ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ବୀର ଯବାନଙ୍କ ସହ କଥାବାର୍ତ୍ତା କରିବା ସହ ଯବାନମାନେ ମଧ୍ୟ ବର୍ତ୍ତମାନର ପରିସ୍ଥିତି ବିଷୟରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଓ ଯବାନଙ୍କ ଅନେକ ଫଟୋ ଏବେ ସାମ୍ନାକୁ ଆସିଛି । ଗୋଟିଏ ଫଟୋରେ ଭାରତୀୟ … Continue reading ଦେଖନ୍ତୁ ଭିଡିଓ ; ଆଦାମପୁର ଏୟାରବେସ୍ରେ ପ୍ରଧାନମନ୍ତ୍ରୀ ଯବାନଙ୍କୁ ଭେଟି କହିଲେ..
Copy and paste this URL into your WordPress site to embed
Copy and paste this code into your site to embed