ପିଆଜ ରପ୍ତାନି ନିଷେଧାଦେଶ ଅବଧି ବୃଦ୍ଧି

ସମାଜ: ଘରୋଇ ଉପଲବ୍ଧତା ବଢ଼ାଇବା ଓ ଏହାର ମୂଲ୍ୟ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ ନିଷେଧାଦେଶ ସମୟ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ରପ୍ତାନି ଉପରେ ନିଷେଧାଦେଶ ଜାରି କରାଯାଇଥିବା ବେଳେ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଗତ ଶୁକ୍ରବାର ବିଦେଶ ବ୍ୟାପାର ମହାନିର୍ଦେଶାଳୟ (ଡିଜିଏଫ୍‌ଟି) ପକ୍ଷରୁ ଏହି କଟକଣା ବୃଦ୍ଧି କରାଯାଇଛିି। ଡିଜିଏଫ୍‌ଟି ହେଉଛି କେନ୍ଦ୍ର ସରକାରଙ୍କ ଏକ ଶାଖା, ଯାହା … Continue reading ପିଆଜ ରପ୍ତାନି ନିଷେଧାଦେଶ ଅବଧି ବୃଦ୍ଧି