ଓଲା-ଉବର ଆରମ୍ଭ କଲେ ନୂଆ ସେବା, ଅଟୋ ରିକ୍ସା ଚାଳକଙ୍କୁ ମିଳିବ ସମ୍ପୂର୍ଣ୍ଣ ପଇସା

ନୂଆଦିଲ୍ଲୀ : ଏଣିକି ଓଲା ଏବଂ ଉବରରୁ ଟ୍ୟାକ୍ସି ସେବା ଦେଉଥିବା ଅଟୋ ରିକ୍ସା ଚାଳକଙ୍କୁ ଏଣିକି ପ୍ରତି ରାଇଡରେ ସମ୍ପୂର୍ଣ୍ଣ ପଇସା ମିଳିବ । ଏଥିପାଇଁ ଉଭୟ କ୍ୟାବ୍ ସର୍ଭିସ୍ ଦେଉଥିବା କମ୍ପାନୀ ସବସ୍କ୍ରିପ୍ସନ ପ୍ଲାନ୍ ନେଇଆସିଛି । ଏହି ଯୋଜନାର ଫାଇଦା ଅଟୋ ଡ୍ରାଇଭରଙ୍କୁ ମିଳିବ କାରଣ ଏଣିକି ତାଙ୍କୁ କମ୍ପାନୀକୁ କମିଶନ ଦେବାକୁ ପଡିବନି । ଏଭଳି ସେବା ପୂର୍ବରୁ ନମ୍ମା ଯାତ୍ରୀ ଏବଂ ରାପିଡୋ ଆରମ୍ଭ କରିସାରିଛନ୍ତି । ଓଲା ଦିଲ୍ଲୀ-ଏନସିଆର୍, … Continue reading ଓଲା-ଉବର ଆରମ୍ଭ କଲେ ନୂଆ ସେବା, ଅଟୋ ରିକ୍ସା ଚାଳକଙ୍କୁ ମିଳିବ ସମ୍ପୂର୍ଣ୍ଣ ପଇସା