ଓଲା ଆଣିଲା ନିଜର ‘ଓଲା ମ୍ୟାପ୍ସ’, ଦରକାର ପଡିବନି ଗୁଗଲ

ନୂଆଦିଲ୍ଲୀ : ଅନଲାଇନ୍ କ୍ୟାବ୍ ସେବା ପ୍ରଦାନକାରୀ କମ୍ପାନୀ ଓଲା ଏକ ବଡ ଘୋଷଣା କରିଛି । କମ୍ପାନୀ ଏବେ ଗୁଗଲ ମ୍ୟାପ୍ସ ବ୍ୟବହାର କରିବନି । ବରଂ ଏବେ କମ୍ପାନୀ ନିଜର ମ୍ୟାପ୍ ବ୍ୟବହାର କରିବ । ଓଲା କ୍ୟାବ୍ସ ନିଜର ମ୍ୟାପ୍ ଲଞ୍ଚ୍ କରିଛି ଏବଂ ଏହାକୁ ଓଲା ମ୍ୟାପ୍ ନାଁ ଦିଆଯାଇଛି । କମ୍ପାନୀର ସହ-ପ୍ରତିଷ୍ଠାତା ତଥା ସିଇଓ ଭାବିଶ ଅଗ୍ରଓ୍ବାଲ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଏନେଇ ସୂଚନା … Continue reading ଓଲା ଆଣିଲା ନିଜର ‘ଓଲା ମ୍ୟାପ୍ସ’, ଦରକାର ପଡିବନି ଗୁଗଲ