ବଜାରକୁ ଆସିଲା ନୂଆ ଇଲେକ୍ଟ୍ରିକ୍ ସ୍କୁଟର, ଜାଣନ୍ତୁ ଦାମ୍ ଓ ଫିଚର୍ସ

ନୂଆଦିଲ୍ଲୀ : ଦେଶର ଇଲେକ୍ଟ୍ରିକ୍ ଗାଡି ନିର୍ମାତା କମ୍ପାନୀ ଓଡେସି ବଜାରକୁ ୨ ନୂଆ ଇଲେକ୍ଟ୍ରିକ୍ ସ୍କୁଟର ନେଇଆସିଛି । କମ୍ପାନୀ ନୂଆ ଟେକ୍ନୋଲୋଜି ବିଶିଷ୍ଟ ୨ ଇଲେକ୍ଟ୍ରିକ୍ ସ୍କୁଟରକୁ ଭାରତୀୟ ବଜାରରେ ଲଞ୍ଚ୍ କରିଛି । କମ୍ପାନୀ ସ୍ନାପ୍ ହାଇସ୍ପିଡ୍ ସ୍କୁଟର ଏବଂ ଇ୨ ଲୋ  ସ୍ପିଡ୍ ଇଲେକ୍ଟ୍ରିକ୍ ସ୍କୁଟର  ନେଇଆସିଛି । କହିରଖୁଛୁ ବଜାରରେ ପୂର୍ବରୁ ଅନେକ ଇ-ସ୍କୁଟର ରହିଛି । ଯଦି ଆପଣ ମଧ୍ୟ କୌଣସି ଇଲେକ୍ଟ୍ରିକ୍ ସ୍କୁଟର କିଣିବା ପାଇଁ ଯୋଜନା … Continue reading ବଜାରକୁ ଆସିଲା ନୂଆ ଇଲେକ୍ଟ୍ରିକ୍ ସ୍କୁଟର, ଜାଣନ୍ତୁ ଦାମ୍ ଓ ଫିଚର୍ସ